ରବି ଭାଇ : ଜଣେ ପ୍ରିୟ ମଣିଷ
ପରେଶ ପଟ୍ଟନାୟକ
ପ୍ରଖ୍ୟାତ ନାଟ୍ୟକାର ଗାଳ୍ପିକ ରବୀନ୍ଦ୍ର ନାଥ ଦାସଙ୍କର ପରଲୋକ ହୋଇଯାଇଛି ଗତ ୨୦.୦୪.୨୦୨୨ ରେ । ୧୯୪୨ ରେ ଜନ୍ମିତ ଶ୍ରୀ ଦାସ ନାଟକ “ବିଷର୍ଣ ପୃଥିବୀ” ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ତାଙ୍କ ସମ୍ପର୍କରେ ସ୍ମୃତି ଚାରଣ କରିଛନ୍ତି ଗାଳ୍ପିକ ପରେଶ କୁମାର ପଟ୍ଟନାୟକ
ତାଳଗଛ ଓ କିଆଲଟିର ଠିକଣା
ସରୋଜିନୀ ସାହୁ
ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ । ଏହା ଧାରାବାହିକ ଭାବରେ ପ୍ରକାଶ ପାଇବ ଶାଳନ୍ଦୀ ୱେବଜିନରେ ।
ବିସ୍ଥାପନର ଗାଥା
ସରୋଜିନୀ ସାହୁ
ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ । ଏହା ଧାରାବାହିକ ଭାବରେ ପ୍ରକାଶ ପାଇବ ଶାଳନ୍ଦୀ ୱେବଜିନରେ ।
ଜନ୍ମଲଗ୍ନ ଓ ଶୈଶବର ଦିନ
ସରୋଜିନୀ ସାହୁ
ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ ।
ମୋ ପାନଖିଆ
ପ୍ରସନ୍ନ କୁମାର ହୋତା
ବିଶିଷ୍ଟ ଲେଖକ ପ୍ରଶାସକ ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିରେ ପାନ ଖାଇବାର ଅନ୍ତରଙ୍ଗ ଅନୁଭୂତି
ଛୋଟ ଛୋଟ ସୁଖଦୁଃଖର ବସ୍ତାନି
ସରୋଜିନୀ ସାହୁ
ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ ।
ମୃତ୍ୟୁ ଶଯ୍ୟାରୁ ଏକ ଟି.ବି. ରୋଗୀର ଆତ୍ମଲିପି
ମନମୋହନ ପ୍ରଧାନ
ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମାନନ୍ଦ ସାଗର ରାମାୟଣ ଧାରାବାହିକ ନିର୍ମାଣ କରି ଘରେ ଘରେ ପରିଚିତ। ତାଙ୍କ ଜୀବନର ସଙ୍ଘର୍ଷମୟ କାହାଣୀକୁ ନେଇ ପୁତ୍ର ପ୍ରେମସାଗର ଲେଖିଛନ୍ତି ଜୀବନୀ ଗ୍ରନ୍ଥ An Epic Life-Ramananda Sagar – from Barasat to Ramayan । ପୁସ୍ତକଟିକୁ ଓଡିଆରେ ଅନୁବାଦ କରିଛନ୍ତି ମନମୋହନ ପ୍ରଧାନ । ସେହି ପୁସ୍ତକର ଏକ ରୋଚକ ଅଧ୍ୟାୟ ନିମ୍ନରେ ।
ଅବସରର ଦୁଃଖ
ସରୋଜିନୀ ସାହୁ
ଜଗଦୀଶ ମହାନ୍ତିଙ୍କ ସମ୍ପର୍କରେ ଲିଖିତ ବହୁ ଆଦୃତ ପୁସ୍ତକ `ଜଣେ ବୋହେମିଆନର କାହାଣୀ` ର ଏକ ଅଂଶ ।
ଅନେକ ଲେଖକଙ୍କ ଆଦ୍ୟ ପ୍ରେରଣା ଥିଲେ ନିରଞ୍ଜନ
ରାଧୁ ମିଶ୍ର
ଶାଳନ୍ଦୀ ସାହିତ୍ଯ ପତ୍ରିକାର ସମ୍ପାଦକ ନିରଞ୍ଜନ ନାୟକ ଆଉ ଆମ ଗହଣରେ ନାହାନ୍ତି । ଗତ ୧୦.୦୯.୨୦୨୪ ରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଛନ୍ତି ରାଧୁ ମିଶ୍ର ।
ବହି ପଢ଼ା
ପ୍ରସନ୍ନ କୁମାର ହୋତା
ବହି ପଢାର ରୁଚି କେମିତି ଆକ୍ରାନ୍ତ କଲା ସୁଲେଖକ ପ୍ରସନ୍ନ କୁମାର ହୋତାଙ୍କୁ । ଅତୀତର ଏକ ଅନ୍ତରଙ୍ଗ ରୋମନ୍ଥନ କରନ୍ତି ଲେଖକ ।